ଆମ୍ଭମାନଙ୍କ ସହିତ ଈଶ୍ୱର

ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଓ ପ୍ରେମର ଅନ୍ୱେଷଣ କରନ୍ତୁ ଆଉ ଦେଖନ୍ତୁ ଯେ ତାଙ୍କ ଅନୁଗାମୀମାନେ ତାଙ୍କ ସନ୍ଦେଶକୁ ଜଗତର ଶେଷ ପର୍ଯ୍ୟନ୍ତ ନେଇଯିବାକୁ ଆପଣାର ସମସ୍ତ ବିପନ୍ନ କଲେ | ପିଲାମାନେ ଓ ବୟସ୍କ ଲୋକେ ସମାନ ରୁପେ ଯୀଶୁଙ୍କର ଏହି ଜୀବନ ଚରିତ୍ର ଦ୍ୱାରା ମୋହିତ ହେବେ, ଯେଉଁଥିରେ ଜ୍ୱଳନ୍ତ କଥନ ଓ ଉଚ୍ଚ ପ୍ରଭାବି ଆନିମେଶନ ସମ୍ମିଳୀତ ଅଟେ | ୭ବର୍ଷ ଆଉ ତାଠୁଁ ଅଧିକ ବୟସ୍କଙ୍କ ପାଇଁ ସୁପାରିଶ କରାଯାଏ | ଏହି ଶକ୍ତିଶାଳୀ ଉପସ୍ଥାପନା ଦର୍ଶକଙ୍କୁ ପରମେଶ୍ୱରଙ୍କ ପୁତ୍ର, ଯୀଶୁ ଖ୍ରୀଷ୍ଟଙ୍କ ପଦ ଚିହ୍ନରେ ଚାଲିବାକୁ ପ୍ରେରିତ ଓ ପ୍ରୋତ୍ସାହିତ କରିବ |

ପର୍ଯ୍ୟାୟସମୁହ

  • Худо бо мо аст

    Қудрат ва муҳаббати Исои Масеҳро кашф кунед ва бубинед, ки чаро пайравони Ӯ ҳама чизро дар хатар гузоштанд, то паёми Ӯро ба ақсои замин расонанд. Ҳам ... more

    1:28:34
  • паёмрасонҳо

    Исои Масеҳ аз мурдагон эҳьё шуда, ба шогирдонаш зоҳир шуда, ба онҳо фармуд: «Дар Ерусалим бимонед, то даме ки аз қудрати осмони пур шавед!» ... more

    1:10:46
  • ба ҳар як миллат

    Ба ҳар миллат қисми сеюм ва ниҳоии Трилогияи Шоҳидон аст. Дар Худо бо мо мо шоҳиди омадани Масеҳ будем. Дар « паёмрасонҳо» мо шоҳиди таваллуд... more

    1:09:45