
ପିଲାମାନଙ୍କ ପାଇଁ ସୁପାରିଶ କରାଯାଏ ନାହିଁ
ଟୋର୍ଚ୍ୟ୍ର୍ଡ଼୍ ଫୋର୍ ଖ୍ରାୟିଷ୍ଟ୍
ପାଷ୍ଟର୍ ୱର୍ମବ୍ରାଣ୍ଡ୍ଙ୍କ ନାଟକିୟ ସାକ୍ଷ ଯାହା କି ଆନ୍ତର୍ଜାତିକ ଶ୍ରେଷ୍ଠ ବିକ୍ରିତ 'ଟୋର୍ଚ୍ୟ୍ର୍ଡ଼୍ ଫୋର୍ ଖ୍ରାୟିଷ୍ଟ୍'ରେ କୁହାଯାଇଥିଲା | ୧୯୪୫ରେ କମ୍ୟୁନିଷ୍ଟମାନେ ଅଧିକାର ଜବତ କରିନେଲେ ଆଉ ଏକ ଲକ୍ଷ ସୈନିକ ତାଙ୍କ ପ୍ରିୟ ରୋମାନିଆରେ ଅଜାଡ଼ି ଦିଆଯାଇଥିଲେ | ପାଷ୍ଟର୍ ୱର୍ମବ୍ରାଣ୍ଡ୍ଙ୍କୁ ଗୁପ୍ତ ପୋଲିସ୍ ଗିରଫ୍ କଲେ ଆଉ "କୈଦି ନଂବର ୧" ରୁପେ ରଖିଥିଲେ | କମ୍ୟୁନିଷ୍ଟ ଜେଲରେ ୧୪ବର୍ଷର ଅକଳ୍ପନୀୟ ଯାତନା ତାଙ୍କ ବିଶ୍ୱାସକୁ ଭାଙ୍ଗିପାରିନଥିଲା |

- ଆଲବାନ୍
- ଆରବୀ
- ଆଜେରବାଇଜାନ
- ବଙ୍ଗ
- ବଙ୍ଗଳା (ମାନକ)
- ବର୍ମା
- ଚାଇନିଜ୍ (ପାରମ୍ପାରିକ)
- ଚାଇନିଜ୍ (ସରଳୀକୃତ)
- କ୍ରୋଏସିଆ
- ଚେକ୍
- ଇଂରାଜୀ
- ଫିନଲ୍ୟାଣ୍ଡୀ
- ଫ୍ରେଞ୍ଚ
- ହାଉସା
- ହିବ୍ରୁ
- ହିନ୍ଦୀ
- ଇଣ୍ଡୋନେସିଆନ୍
- ଜାପାନିଜ୍
- କନ୍ନଡ
- କରାକାଲ୍ପାକ୍
- କୋରିଆନ୍
- ଲାଓ
- ମରାଠୀ
- ନେପାଳୀ
- ଓଡିଆ (ଓରିଆ)
- ପାର୍ସୀ
- ପୋଲିଶ୍
- ପର୍ତୁଗୀଜ (ୟୁରୋପିଆନ୍)
- ରୋମାନିଆନ୍
- ଋଷିୟ
- ସର୍ବିଆନ୍
- ସ୍ପେନିସ୍ (ଲାଟିନ୍ ଆମେରିକା)
- ତେଲୁଗୁ
- ଉର୍ଦ୍ଦୁ
- ଉଜବେକ
- ଭିଏତନାମୀ
