ପରିବାର ଅନୁକୂଳ

ମୂଳ କଥାକୁ ଲିପି ରୁପେ ବ୍ୟବହାର କରି ସୁସମାଚାରର ସର୍ବ ପ୍ରଥମ ଅନୁକୁଳନ - ଯେଉଁଥିରେ ମାଥିଉ, ମାର୍କ, ଲୁକ ଏବଂ ଯୋହନ ଅନ୍ତର୍ଗତ ରହି - ଇତିହାସର ସବୁଠାରୁ ଏକ ପବିତ୍ର ଗ୍ରନ୍ଥ ଉପରେ ଆଲୋକ ପ୍ରକାଶ କରେ |

ପର୍ଯ୍ୟାୟସମୁହ

  • ମାଥିଉଙ୍କ ସୁସମାଚାର (3h 9m)

    ମାଥିଉଙ୍କ ସୁସମାଚାର ପ୍ରଥମ ଖ୍ରୀଷ୍ଟିୟ ଶତାବ୍ଦିର ସବୁଠୁଁ ଲୋକପ୍ରିୟ ସୁସମାଚାର ଥିଲା | ଯେତେବେଳେ ଯିହୂଦୀ ଦୁନିଆରୁ ବିଛିନ୍ନ ହେବା ପ୍ରାରମ୍ଭ ହୋଇଥିବାବେଳେ ଏହା ଏକ ଖ୍ରୀଷ୍ଟିୟ ... more

  • ମାର୍କଙ୍କ ସୁସମାଚାର (2h 3m)

    ମାର୍କଙ୍କ ସୁସମାଚାର ଯୀଶୁଙ୍କ ମୂଳକଥାକୁ ସୁସମାଚାରକୁ ଲିପି ରୂପେ ନେଇ, ଶବ୍ଦ-ବଦଳେ-ଶବ୍ଦ ବ୍ୟବହାର କରି ପରଦାକୁ ଆଣେ | ଲୁମୋ ପ୍ରୋଜେକ୍ଟ୍‍ ଦ୍ୱାରା ଚିତ୍ରାଙ୍କିତ |

  • የሉቃስ ወንጌል (3h 24m)

    የሉቃስ ወንጌል ከማንም በላይ ከጥንታዊ የህይወት ታሪክ ምድብ ጋር ይስማማል። ሉቃስ፣ እንደ ክስተቶች ተራኪ፣ ኢየሱስን የሰዎች ሁሉ አዳኝነቱን፣ ሁልጊዜም ከድሆች እና ባዷቸውን የሆኑ ረዳትነቱን ያሳየዋል። በልዩ ሁኔታ የተገነቡ ስብስቦች... more

  • ଯୋହନଙ୍କ ସୁସମାଚାର (2h 40m)

    ଯୋହନଙ୍କ ସୁସମାଚାର ବାଇବଲ ଲିପିର ଏପରି ଏକ ଚଳଚିତ୍ର ସଂସ୍କରଣ ଯେପରିକି ବାସ୍ତବରେ ଏହା ଲେଖାଯାଇଛି | ଯୀଶୁଙ୍କ ମୂଳ କଥାକୁ ଲିପି ରୂପେ ନେଇ - ଶବ୍ଦ ବଦଳେ ଶବ୍ଦ ନେଇ - ଏହି ଗହନ ଏ... more